ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ କରୋନା ଟିକା

ନ୍ୟୁୟର୍କ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ କରୋନା ଟିକା ଦିଆଯାଇଛି। ୭୮ ବର୍ଷୀୟ ବିଡେନ କରୋନାର ହାଇ-ରିସ୍କ ଗ୍ରୁପରେ ଆସୁଥିବାବେଳେ ତାଙ୍କୁ କରୋନା ଟିକାର ପ୍ରଥମ ମାତ୍ରା ଦିଆଯାଇଛି। ଏକ ଲାଇଭ୍ ଟେଲିଭିଜନରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଟୀକାକରଣ କରାଯାଇଥିଲା। ଏହି ଅବସରରେ ବିଡେନ ବୈଜ୍ଞାନିକ,ସ୍ୱାସ୍ଥ୍ୟକର୍ମୀ ସମେତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କୁ ଫାଇଜର ଦ୍ୱାରା ବିକଶିତ କରୋନା ଟିକା ଦିଆଯାଇଥିଲା। ଆମେରିକାରେ ଫାଇଜରର କରୋନା ଟିକା … Continue reading ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ କରୋନା ଟିକା